Breaking PLUSଓଡ଼ିଶାମୁଖ୍ୟ ଖବର

ବିଧାନସଭା ମଧ୍ୟକୁ ମୋବାଇଲ ଓ ପାଣି ବୋତଲ ନେବା ମନା

ଭୁବନେଶ୍ୱର- ବିଧାନସଭା ମଧ୍ୟକୁ ମୋବାଇଲ ଓ ପାଣି ବୋତଲ ନେବା ମନା । ମୋବାଇଲ, ପାଣି ବୋତଲ ନଆଣିବାକୁ କଟକଣା ଲଗାଇଲେ ବାଚସ୍ପତି । କିଛି ବିଧାୟକ ଫଟୋ ଉଠାଇବା ସହ କଥା ହେଉଥିବା ଜାଣିବା ପରେ ପଦକ୍ଷେପ ନିଆଯାଇଛି ।

Show More

Related Articles

Back to top button