Breaking PLUSଦେଶମୁଖ୍ୟ ଖବର

ଭାରତରେ ଜଣେ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ସନ୍ଦେହ

ନୂଆଦିଲ୍ଲୀ- ଭାରତରେ ଜଣେ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ସନ୍ଦେହ1 ଭାରତରେ ଘାତକ ଏବଂ ସଂକ୍ରାମକ ରୋଗ ମଙ୍କିପକ୍ସର ପ୍ରଥମ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏ ସଂପର୍କରେ ଆଜି ସୂଚନା ଦେଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଯାଂଚ ଜାରି ରହିଛି ଏବଂ ଚିନ୍ତା କରିବାର ଆବଶ୍ୟକତା ନାହିଁ । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ନିକଟରେ ବିଦେଶ ଯାତ୍ରାରୁ ଫେରିଥିବା ଯୁବକ ମଙ୍କିପକ୍ସ ସନ୍ଦିଗ୍ଧ ଭାବେ ଚିହ୍ନଟ ହୋଇଛନ୍ତି । ରୋଗୀଙ୍କୁ ଏକ ନିର୍ଦ୍ଦିଷ୍ଟ ହସ୍ପିଟାଲରେ ଭିନ୍ନ ଭାବେ ରଖାଯାଇଛି ଏବଂ ଏବେ ତାଙ୍କର ଅବସ୍ଥା ସ୍ଥିର ରହିଛି । ସୋ ମଙ୍କିପକ୍ସ ସଂକ୍ରମିତ ଦେଶରୁ ଯାତ୍ରା ସାରି ଫେରିଛନ୍ତି ।

Show More

Related Articles

Back to top button