Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ସନ୍ଧ୍ୟାରୁ ରାତି ମଧ୍ୟରେ ମୋନ୍ଥା ଲ୍ୟାଣ୍ଡଫଲ୍

ଭୁବନେଶ୍ୱର- ୨୮ତାରିଖ ସନ୍ଧ୍ୟା କିମ୍ବା ରାତି(ପ୍ରାୟତଃ ଅପରାହ୍ଣ ସାଢ଼େ ୪ଟାରୁ ରାତି ୧୧ଟା) ମଧ୍ୟରେ ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍‌ ଏବଂ କଳିଙ୍ଗପଟ୍ଟନମ୍ ମଧ୍ୟରେ କାକିନାଡ଼ା ନିକଟବର୍ତ୍ତୀ କୌଣସି ଜାଗାରେ ‘ମନ୍ଥା’ ଉପକୂଳ ଅତିକ୍ରମ କରିବ। ‘ମନ୍ଥା’ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ଓଡ଼ିଶା ଆଡ଼କୁ ମୁହଁାଇବ। ମାଲକାନଗିରି, କୋରାପୁଟ, ଗଜପତି ଏବଂ ରାୟଗଡ଼ା ଜିଲା ଦେଇ ଦକ୍ଷିଣ ଛତିଶଗଡ଼ ଆଡ଼କୁ ଗତି କରିବ। ଓଡ଼ିଶାରେ ବାତ୍ୟାର ସର୍ବାଧିକ ପ୍ରଭାବ ପ୍ରାୟ ୮ଟି ଜିଲାରେ ପଡ଼ିବାକୁ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାଗୁଡ଼ିକୁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି।

Show More

Related Articles

Back to top button