Breaking PLUSଓଡ଼ିଶାମୁଖ୍ୟ ଖବର
ବଣ୍ଡାଘାଟିବାସୀଙ୍କୁ ଆବାସ ପାଇଁ ଅଧିକ ୫୦ ହଜାର
ମାଲକାନଗିରି- ବଣ୍ଡାଘାଟିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ଥିତି ପରଖିଲେ । ‘ସୁଭଦ୍ରା’ ଓ ‘ଆବାସ ଯୋଜନା’ ବାବଦରେ ଲୋକଙ୍କୁ ଭେଟିଲେ । ସୁଭଦ୍ରାରେ ୨୯୩୨ ରିଜେକ୍ଟ ଆବେଦନର ସାନି ବିଚାର ହେବ କହିଲେ । ‘ସରକାରୀ ପ୍ରତିନିଧି ଆସି ଘର ଘର ବୁଲି ସମାଧାନ କରିବେ’ । ‘ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଏଠି ଅଧିକ ଖର୍ଚ୍ଚ ହେଉଛି’ ।‘ତେଣୁ ସରକାର ବଣ୍ଡାଘାଟିବାସୀଙ୍କୁ ଆବାସ ପାଇଁ ଅଧିକ ୫୦ ହଜାର ଦେବେ’ ।