Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ସମ୍ବଲପୁର ଜିଲ୍ଲାରେ ସକାଳୁଆ ଅଫିସ୍ କାର୍ଯ୍ୟ

ସମ୍ବଲପୁର- ଆଜିଠୁ ସମ୍ବଲପୁର ଜିଲ୍ଲାରେ ସକାଳୁଆ ଅଫିସ୍ କାର୍ଯ୍ୟ । ସକାଳ ୭ଟାରୁ ଦିନ ୧ ଟା ଯାଏଁ ଚାଲିବ ଅଫିସ୍ଆ । ଆଜିଠୁ ଜୁନ୍ ୧୫ ଯାଏଁ ଚାଲିବ ସକାଳୁଆ ଅଫିସ୍  । ଅଫିସ୍ ସମୟ ଭିତରେ ଲଞ୍ଚ୍ ବ୍ରେକ୍ ରହିବ ନାହିଁ  । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ନିଆଯାଇଛି ।

Show More

Related Articles

Back to top button