Breaking PLUSଦେଶମୁଖ୍ୟ ଖବରରାଜନୀତି
ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ ଏନ ରଙ୍ଗାସ୍ବାମୀ

ବୁଧବାର ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଏନ ରଙ୍ଗାସାମୀ। ଏଆଇଏନଆରସି ପ୍ରତିଷ୍ଠାତା ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପୁଡୁଚେରୀର LG କେ କୈଳାଶନାଥନ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଲେ।



