Breaking PLUSଓଡ଼ିଶାମୁଖ୍ୟ ଖବର

ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ପୁନଃତଦନ୍ତ ଆରମ୍ଭ

ଭୁବନେଶ୍ୱର- ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ପୁନଃତଦନ୍ତ ଆରମ୍ଭ ହୋଇଛି । ପ୍ରଥମେ ଏତଲା ଦେଇଥିବା ନବଙ୍କ ସୁରକ୍ଷା କର୍ମଚାରୀଙ୍କୁ ଜେରା କରାଯାଇଛି । ସୁରକ୍ଷା କର୍ମଚାରୀ ହେମସାଗର ନାଏକଙ୍କୁ ତଦନ୍ତ ଅଧିକାରୀଙ୍କ ଜେରା  ।ଘଟଣା ଦିନର ଲିଖିତ ଅଭିଯୋଗ ସମ୍ପର୍କରେ କହି ପାରିଲେନି ହେମସାଗର  । ଜେରା ବେଳେ କଥାରେ ତାଳମେଳ ରହୁନଥିବା ସୂଚନା ମିଳିଛି । ହେମସାଗରଙ୍କ ବୟାନ ଆଧାରରେ କାଲି ଆଉ କିଛି ଲୋକଙ୍କୁ ଜେରା ହୋଇପାରେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button