Breaking PLUSଓଡ଼ିଶାମୁଖ୍ୟ ଖବର

ନବ ଦାସ ହତ୍ୟା ମାମଲା, ଝାରସୁଗୁଡା ଏୟାରପୋର୍ଟରେ କ୍ରାଇମବ୍ରାଂଚର ତନାଘନା

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଆଜି ଦ୍ବିତୀୟ ଦିନରେ ପୁଣି ତଦନ୍ତ ଆରମ୍ଭ ହୋଇଛି। ଆଜି ସକାଳୁ କ୍ରାଇମ୍ ବ୍ରାଞ୍ଚ ଟିମ୍ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ତନାଘନା କରିଛି। ଗୁଳିକାଣ୍ଡ ପରେ କେତେବେଳେ ଓ କିପରି ଏୟାରଲିଫ୍ଟ ହୋଇଥିଲା ସେନେଇ ଖୋଳତାଡ଼ କରିଛି। ତେଣେ ଗୁଳିକାଣ୍ଡ ପରେ ନବଦାସଙ୍କ ଚିକିତ୍ସା କରିଥିବା ଦୁଇ ଡାକ୍ତରଙ୍କୁ କ୍ରାଇମ୍ ବ୍ରାଞ୍ଚ ଟିମ୍ ପଚରାଉଚରା କରିଛି। ଏହାପରେ ନବ ଦାସଙ୍କ ସରବାହାଲସ୍ଥିତ ବାସଭବନରେ ପହଞ୍ଚି ପରିବାର ଲୋକଙ୍କ ପୁନର୍ବାର ବୟାନ ରେକର୍ଡ କରୁଛି।

Show More

Related Articles

Back to top button