Breaking PLUSଓଡ଼ିଶାମୁଖ୍ୟ ଖବର
ନବରଙ୍ଗପୁର ଜିଲ୍ଲାର ଉମରକୋଟ, ଝରିଗାଁ ଓ ରାଇଘର ବ୍ଲକରେ ଚକଅଖ ବନ୍ଦ

ଭୁବନେଶ୍ୱର- ନବରଙ୍ଗପୁର ଜିଲ୍ଲାର ଉମରକୋଟ, ଝରିଗାଁ ଓ ରାଇଘର ବ୍ଲକରେ ଚକଅଖ ବନ୍ଦ । ବିଭିନ୍ନ ଛକରେ କୃଷକ ମହାସଂଘର ରାସ୍ତା ଅବରୋଧ ସହ ଆନ୍ଦୋଳନ କରାଯାଉଛି । ମକାର ଅଭାବୀ ବିକ୍ରି ବନ୍ଦ ଓ ମଣ୍ଡିରୁ ତୁରନ୍ତ ଚାଷୀଙ୍କ ଧାନ କିଣା ଦାବିରେ ବିକ୍ଷୋଭ କରିଛନ୍ତି । ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଆନ୍ଦୋଳନ ଜାରି ରହିଛି । ଆଜିଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ୩ଟି ବ୍ଲକରେ ଜାରି ରହିବ ପ୍ରତିବାଦ ।



