Breaking PLUSଓଡ଼ିଶାମୁଖ୍ୟ ଖବର

ଆଲିପୁରରୁ ନନ୍ଦନକାନନକୁ ଆସିବେ ଜିରାଫ

ଭୁବନେଶ୍ୱର- ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ କୋଲକାତାସ୍ଥିତ ଆଲିପୁର ଚିଡ଼ିଆଖାନା ମଧ୍ୟରେ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ନନ୍ଦନକାନନ କର୍ତ୍ତୃପକ୍ଷ ମଙ୍ଗଳବାର ୪ ପ୍ରଜାତିର ୯ ଜନ୍ତୁ ଆଲିପୁର ଚିଡ଼ିଆଖାନାକୁ ପଠାଇଛନ୍ତି। ଏହାର ପ୍ରତିବଦଳରେ ସେଠାରୁ ୪ ପ୍ରଜାତିର ୧୮ ଜନ୍ତୁ ଆସିଛନ୍ତି। ଆଜି ନନ୍ଦନକାନନରୁ ଏକ ଟିମ୍‌ ଜିରାଫ୍‌ ଆଣିବାକୁ ଆଲିପୁର ଚିଡ଼ିଆଖାନାକୁ ଯିବ ବୋଲି ଜଣାପଡ଼ିଛି।

Show More

Related Articles

Back to top button