Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆପଡାରେ ନବୀନ ପଟ୍ଟନାୟକ ରୋଡ୍ ସୋ

ଭୁବନେଶ୍ୱର- ନୂଆପଡ଼ାରେ ପହଞ୍ଚି ପ୍ରଚାର କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  ।  ନୂଆପଡଶରେ ପହଞ୍ଚିବା ପରେ ଦଳୀୟ କର୍ମୀ ଓ ଲୋକମାନେ ତାଙ୍କୁ ସ୍ୱାଗତ କରିଥିଲେ । ଖରିଆରରେ ନବୀନ ରୋଡ କରୁଛନ୍ତି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନ ଛୁରିଆଙ୍କୁ ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି । ଖରିଆରରେ ସ୍ୱତନ୍ତ୍ର ବସରେ ରୋଡ ସୋ କରୁଛନ୍ତି ନବୀନ । ଖରିଆରରୁ ନୂଆପଡା ପର୍ଯ୍ୟନ୍ତ ପ୍ରାୟ ୧୫କିମି ପର୍ଯ୍ୟନ୍ତ ରୋଡ ସୋରେ ଯିବେ । ଗତ ୩ ତାରିଖରେ କୋମନାରେ ନବୀନ ଜନସଭା କରିବା ସହ ଲୋକଙ୍କୁ ସମ୍ବୋଦନ କରିଥିଲେ । ପଛୁଆ ନୂଆପଡା ଜିଲାକୁ ବିକଶିତ କରିଥିଲେ ନବୀନ । ଲୋକଙ୍କ ସମର୍ଥନ ରହିଛି ଓ ଆଗକୁ ରହିବ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।

ନୂଆପଡ଼ାରେ ପହଞ୍ଚିଲା ପରେ ଯାଞ୍ଚ ହେଲା ନବୀନଙ୍କ ହେଲିକପ୍ଟର । ନିର୍ବାଚନ କମିଶନରଙ୍କ ଟିମ୍‌ ପକ୍ଷରୁ ନବୀନଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି । ହେଲିକପ୍ଟର ଯାଞ୍ଚ ସହ ଫଟୋଗ୍ରାଫି କଲା ଟିମ୍‌ ।

 

Show More

Related Articles

Leave a Reply

Your email address will not be published. Required fields are marked *

Back to top button