Breaking PLUSଓଡ଼ିଶାମୁଖ୍ୟ ଖବର

ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି- ନବୀନ

ଭୁବନେଶ୍ୱର- ମିଶନ ଶକ୍ତି ମହିଳାଙ୍କ ଧାରଣାକୁ ନେଇ ବିଜେପିକୁ ନବୀନଙ୍କ ଟାର୍ଗେଟ  । ବିଜେପି ସରକାର ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି । ଏହାକୁ ବିଜେଡି ଦୃଢ ନିନ୍ଦା କରୁଛି କହିଲେ ବିରୋଧୀ ଦଳ ନେତା ନବୀନ  । ୭୦ ଲକ୍ଷରୁ ଅଧିକ ମହିଳା ମିଶନ ଶକ୍ତିରେ କାମ କରୁଛନ୍ତି । ବିଜେଡି ସବୁବେଳେ ମିଶନ ଶକ୍ତି ସହ ରହିଅଛି ।

Show More

Related Articles

Back to top button