Breaking PLUSଓଡ଼ିଶାମୁଖ୍ୟ ଖବର

ନୌସେନା ହେଲିକପ୍ଟରର ଜରୁରୀ ଅବତରଣ

ବାରିପଦା: ନୌସେନା ହେଲିକପ୍ଟରର ଜରୁରୀ ଅବତରଣ  । ରାସଗୋବିନ୍ଦପୁର ଥାନା ଗାଁଅମର୍ଦ୍ଦା ନିକଟରେ ଅବତରଣ କଲା ନୌସେନାର ହେଲିକପ୍ଟର । ୫ରୁ ୧୦ ମିନିଟ ଯାଏଁ ରହଣି ପରେ ପୁଣି ଉଡାଣ ଆରମ୍ଭ କଲା  । ହେଲିକପ୍ଟରର ଜରୁରୀ ଅବତରଣର କାରଣ ଜଣାପଡ଼ି ନାହିଁ ।

Show More

Related Articles

Back to top button