Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଖୁବ ଶୀଘ୍ର ଲାଗୁ ହେବ ଜାତୀୟ ଶିକ୍ଷା ନୀତି

ଭୁବନେଶ୍ୱର- ଖୁବ୍‌ ଶୀଘ୍ର ରାଜ୍ୟରେ ଲାଗୁ ହେବାକୁ ଯାଉଛି ଜାତୀୟ ଶିକ୍ଷା ନୀତି  । ଏନେଇ ସୂଚନା ଦେଇଛନ୍ତି ସ୍କୁଲ୍‌ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ  । ସରକାରୀ ସ୍ତରରେ ଏନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି’ । ‘ବିଭିନ୍ନ କାର୍ଯ୍ୟକ୍ରମରେ ଅଭିଭାବକମାନଙ୍କୁ ବୁଝା ଚାଲିଛି’ । ‘ଆଗକୁ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯିବ ।

Show More

Related Articles

Back to top button