ରାଜ୍ୟରେ ଚିହ୍ନଟ ହେଲେ ୧୫୪ କରୋନା ସଂକ୍ରମିତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୫୪ ଜଣ ନୂଆ କରୋନା ସଂକ୍ରମିତ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୬୩ ଜଣ ରହିଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୬ ଜଣ ପଜିଟିଭ ରହିଛନ୍ତି ।
ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨୪୭୨କୁ ବୃଦ୍ଧି ପାଇଥିବା ବେଳେ ୧୦୪୨୦୦୨ ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ଆଉ ୧୯୭୬ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।
Covid-19 Report For 16th December
New Positives Cases: 154
Of which 0-18 years: 26
In quarantine: 91
Local contacts: 63(Details of local contacts will be shared by concerned District)
1. Bhadrak: 3
2. Balangir: 1
3. Boudh: 1
4. Cuttack: 20
5. Deogarh: 7
6. Dhenkanal: 2— I & PR Department, Odisha (@IPR_Odisha) December 17, 2021
New recoveries: 166
Cumulative tested: 24708131
Positive: 1052472
Recovered: 1042002
Active cases: 1976— I & PR Department, Odisha (@IPR_Odisha) December 17, 2021