Breaking PLUSଓଡ଼ିଶାମୁଖ୍ୟ ଖବର

E- KYC ଯାଞ୍ଚ ପରେ ନୂଆ ରାସନ କାର୍ଡ

ଭୁବନେଶ୍ୱର- E- KYC ଯାଞ୍ଚ ପରେ ନୂଆ ରାସନ କାର୍ଡ ମିଳିବ । ଗୃହରେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି । ଆବେଦନ କରିଥିବା ହିତାଧିକାରୀ ପାଇବେ ନୂଆ ରାସନ କାର୍ଡ  । ୧୦ ଲକ୍ଷରୁ ଅଧିକ ହିତାଧିକାରୀ ରାସନ କାର୍ଡ ପାଇଁ ଅପେକ୍ଷା କରିଛନ୍ତି । ଇ କେୱାଇସି ସମ୍ବେଦନଶୀଳ ପ୍ରସଙ୍ଗ, ଅପଡେଟ୍ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

Show More

Related Articles

Back to top button