Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆବର୍ଷ ପୂର୍ବରୁ ଏୟାରପୋର୍ଟର ନୂଆ ଟର୍ମିନାଲ ଲିଙ୍କ୍ ବିଲ୍ଡିଂ

ଭୁବନେଶ୍ୱର,୪ ନଭେମ୍ବର -ବଢ଼ିବ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର କଳେବର । ଏନେଇ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନୂଆବର୍ଷ ପୂର୍ବରୁ ନୂଆ ଟର୍ମିନାଲ ଲିଙ୍କ୍‌ ବିଲଡିଂ କାର୍ଯ୍ୟ କରିବେ । ଏବେ କାମ ଶେଷ ହୋଇଛି । କେବଳ ସିକ୍ୟୁରିଟି କ୍ଲିୟରାନ୍ସକୁ ଅପେକ୍ଷା ରହିଛି । କ୍ଲିୟରାନ୍ସ ମିଳିବା ପରେ ଏସ୍‌ଓପି ପ୍ରସ୍ତୁତ ହେବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସବୁ ଷ୍ଟେକ୍‌ ହୋଲ୍ଡରଙ୍କ ସହ ଆଲୋଚନା ପରେ ଟର୍ମିନାଲ କାର୍ଯ୍ୟ କରିବ ।

Show More

Related Articles

Back to top button