Breaking PLUSଦେଶମୁଖ୍ୟ ଖବର

ନ୍ୟୁଜ କ୍ଲିକର ପ୍ରତିଷ୍ଠାତାଙ୍କୁ ଜାମିନ ଦେଲେ ସର୍ବାେଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ- ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ତଥା ସମ୍ପାଦକ ପ୍ରବୀର ପୁରକାୟସ୍ଥଙ୍କ ଗିରଫଦାରୀକୁ ଅବୈଧ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ ଜଷ୍ଟିସ ବିଆର ଗଭଇ ଓ ଜଷ୍ଟିସ ସନ୍ଦୀପ ମେହେତାଙ୍କ ଖଣ୍ଡପୀଠ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ଭାରତର ସାର୍ବଭୌମତ୍ୱକୁ କ୍ଷତି ପହଞ୍ଚାଇବା ତଥା ଦେଶ ବିରୋଧରେ ଅସନ୍ତୋଷ ସୃଷ୍ଟି କରିବା ପାଇଁ ନ୍ୟୁଜ୍ କ୍ଲିକ୍ ଚୀନ୍‌ଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା।

Show More

Related Articles

Back to top button