Breaking PLUSଓଡ଼ିଶାମୁଖ୍ୟ ଖବର

ରାଜୁ ମଣ୍ଡଳକୁ ଜେରା କରିବ NIA

ଭୁବନେଶ୍ୱର-  ଭୁବନେଶ୍ୱରରେ ପହଞ୍ଚିଲା NIA ଟିମ୍‌ । ସିମ୍‌ବକ୍ସ ମାମଲାର ତଦନ୍ତ ପାଇଁ ପହଞ୍ଚିଲା NIA ଟିମ୍‌ । ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଜେରା କରିବ NIA ।

ଅନ୍ୟପଟେ ସିମ ବକ୍ସ ସେଟଅପ ଘଟଣାରେ ଦୀର୍ଘ ଘଣ୍ଟା ଧରି ରାଜୁର ମାମୁକୁ ଜେରା କରିଛି ଲକ୍ଷ୍ମୀସାଗର ଥାନା ପୋଲିସ  । କେବେ ଠାରୁ ରାଜୁ ମଣ୍ଡଳ ସିମ ବକ୍ସ ସେଟଅପ କାରବାର କରୁଥିଲା ତାର ଖିଅ ଖୋଜୁଛି ପୋଲିସ ।

Show More

Related Articles

Back to top button