Breaking PLUSଓଡ଼ିଶାମୁଖ୍ୟ ଖବର

ସୌର ତଲାରି ତିଆରି କରି ଚର୍ଚ୍ଚାରେ ନବମ ଶ୍ରେଣୀ ଛାତ୍ର

ସୋରଡା- ସୌର ତଲାରି ତିଆରି କରି ଚର୍ଚ୍ଚାରେ ନବମ ଶ୍ରେଣୀ ଛାତ୍ର ।  ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ହିଞ୍ଜଳକୁଦା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ବବୁଲ ଗୌଡ଼। ନିଜସ୍ବ ଜ୍ଞାନ କୌଶଳରେ ବବୁଲ ନିର୍ମାଣ କରିଛନ୍ତି ସୌର ଚାଳିତ ସ୍ମାର୍ଟ ତଲାରି। ବବୁଲ ନିଜ ବିଦ୍ୟାଳୟର ଗାଇଡ ଶିକ୍ଷକ ଜସ୍ମିନ ଶବରଙ୍କ ତତ୍ତ୍ବାବଧାନରେ ଅବ୍ୟବହୃତ ଦ୍ରବ୍ୟରୁ ନିର୍ମାଣ କରିଛନ୍ତି ଏହି ସୌର ଚାଳିତ ସ୍ମାର୍ଟ ତଲାରି। ଏହା ଲୋକଙ୍କୁ ଖରା ବର୍ଷାରୁ ସୁରକ୍ଷା ଦେବା ସହ କୃଷକଙ୍କ ନିମନ୍ତେ ବିଶେଷ ସହାୟକ ହୋଇପାରିବ।

Show More

Related Articles

Back to top button