Breaking PLUSଓଡ଼ିଶାମୁଖ୍ୟ ଖବର
୧୧ଜିଲ୍ଲାର ୧୬୩ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଛନ୍ତି ୨୦ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର- ଅନ୍ୱେଷା ଯୋଜନା ମୁଲତବି ପ୍ରସ୍ତାବ ଉପରେ SC/ST ମନ୍ତ୍ରୀଙ୍କ ଉତ୍ତର । ୧୧ଜିଲ୍ଲାର ୧୬୩ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଛନ୍ତି ୨୦ହଜାର ଛାତ୍ରଛାତ୍ରୀ ।ଅନ୍ୱେଷା ଯୋଜନାରେ ୨୦ ହଜାର SC/ST ପିଲା ପାଠ ପଢ଼ୁଛନ୍ତି । ୨୦୨୫-୨୬ରେ ୧୫୮ କୋଟି ୮ ଲକ୍ଷ ବ୍ୟୟବରାଦ କରାଯାଇଛି । ଆଗାମୀ ୫ବର୍ଷ ପାଇଁ ଯୋଜନା ଚାଲୁ ରଖିବା ପ୍ରସ୍ତାବ ବିଚାରଧୀନ ରହିଛି ।
