Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟର 12ଟି ମୁଖ୍ୟ ଚିକିତ୍ସାଳୟରେ ନାହିଁ ଆଇସିୟୁ

ଭୁବନେଶ୍ୱର, 17 ଫେବ୍ରୁଆରି – ରାଜ୍ୟର ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରୁ ୧୨ ଟିରେ ନାହିଁ ଆଇସିୟୁ ବ୍ୟବସ୍ଥା । ଢେଙ୍କାନାଳ, ଝାରସୁଗୁଡା, ରାୟଗଡ଼ା, ରାଉରକେଲା ଆଇଜିଏଚରେ ନିର୍ମାଣଧୀନ ରହିଛି ଆଇସିୟୁ । ଏପ୍ରିଲ ୨୦୨୫ ରୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ କାର୍ଯ୍ୟକାରୀ ହେବ । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।