Breaking PLUSଓଡ଼ିଶାମୁଖ୍ୟ ଖବର

କିଟ୍ ଘଟଣାରେ ଆଉ 3 ଜଣ କର୍ତ୍ତପକ୍ଷଙ୍କୁ ହାଜର ପାଇଁ ନୋଟିସ

ଭୁବନେଶ୍ୱର, 7 ମାର୍ଚ୍ଚ – କିଟ୍ ଘଟଣାରେ ଆଉ 3 ଜଣ କର୍ତ୍ତପକ୍ଷଙ୍କୁ ହାଜର ପାଇଁ ନୋଟିସ ହୋଇଛି । କିଟ୍‌ର ୩ ଜଣ କର୍ତ୍ତୃପକ୍ଷ ତଥା କିଟ୍‌ର ୩ ଜଣ ଛାତ୍ରଙ୍କୁ ପଚରାଉଚରା ପାଇଁ ରାଜ୍ୟ ଅତିଥି ଗୃହରେ ଉଚ୍ଚ ସ୍ତରୀୟ କମିଟି ନିକଟରେ ହାଜର ହେବ ପାଇଁ ନିର୍ଦ୍ଦେଶ ଦିଆଯାଇଅଛି।

Show More

Related Articles

Back to top button