Breaking PLUSଓଡ଼ିଶାମୁଖ୍ୟ ଖବର

ବଜ୍ରକାପ୍ତା କାତି ଜବତ, ୩ ଅଟକ

ନୂଆପଡ଼ା: ନୂଆପଡାରୁ ବଜ୍ରକାପ୍ତା କାତି ଜବତ । ପ୍ରାୟ ୧ କେଜି ଓଜନର ବଜ୍ରକାପ୍ତା କାତି ଜବତ ହୋଇଛି । ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖିଛି ।ଖଡ଼ିଆଳ ରେଞ୍ଜ ଜୁନାପାଣି ଭୀମାଖୋଲ ଛକରୁ ଧରିଲା ବନ ବିଭାଗ ।

Show More

Related Articles

Back to top button