Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆପଡ଼ା ଉପନିର୍ବାଚନ; ୮୩.୪୫% ମତଦାନ

ଭୁବନେଶ୍ୱର-  ନୂଆପଡ଼ା ଉପନିର୍ବାଚନ । ୮୩.୪୫% ମତଦାନ ହୋଇଛି । ଏନେଇ ECIଙ୍କ ପକ୍ଷରୁ ଜାରି ହେଲା ସୂଚନା । ଅନ୍ୟପଟେ ନୂଆପଡ଼ା ଉପନିର୍ବାଚନ ଭୋଟଦାନ ପରେ ନୂଆପଡ଼ା ନ୍ୟାସନାଲ କଲେଜ ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ତ୍ରିସ୍ତରୀୟ ସୁରକ୍ଷାରେ ରହିଛି ଇଭିଏମ୍ ।

ଆସନ୍ତା ୧୪ରେ ଭୋଟ ଗଣତି ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍‌.ଗୋପାଳନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଶାନ୍ତି ଶୃଙ୍ଖଳାରେ ନୂଆପଡ଼ା ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଛି। ମକ୍ ପୋଲ ସମୟରେ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହେବା ପରେ ୩ଟି ବାଲଟ୍ ୟୁନିଟ୍ ଏବଂ ତିନୋଟି କଣ୍ଟ୍ରୋଲ୍ ୟୁନିଟ୍ ତୁରନ୍ତ ବଦଳା ଯାଇଥିଲା।

Show More

Related Articles

Back to top button