Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆପଡ଼ା ଉପନିର୍ବାଚନ: ଖରିଆର ରୋଡ୍ ମୋଙ୍ଗରାପାଲିରେ EVMରେ ତ୍ରୁଟି

ନୂଆପଡା- ନୂଆପଡାରେ EVMରେ ତ୍ରୁଟି ଦେଖାଦେଇଛି । ଆରମ୍ଭ ହୋଇପାରିନି ଭୋଟିଂ । ଖରିଆର ରୋଡ୍ ମୋଙ୍ଗରାପାଲିରେ EVMରେ ତ୍ରୁଟି ଦେଖାଦେଇଥିବା ସୂଚନା ମିଳିଛି । ମୋଙ୍ଗରାପାଲିର ୭୬ ନଂ ବୁଥ୍‌ରେ EVMରେ ସମସ୍ୟା ରହିଛି । ଏଯାଏଁ ଆରମ୍ଭ ହୋଇପାରିନି ଭୋଟିଂ, ଧାଡ଼ିରେ ଭୋଟର ଠିଆ ହୋଇ ଅପେକ୍ଷା କରିଛନ୍ତି ।

Show More

Related Articles

Back to top button