Breaking PLUSଓଡ଼ିଶାମୁଖ୍ୟ ଖବର

୧୬ଟି ସ୍ଥାନରେ ନଦୀ ଜଳ ପ୍ରଦୂଷିତ ନେଇ ଗୃହରେ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର- ରାଜ୍ୟରେ ୧୬ଟି ସ୍ଥାନରେ ନଦୀ ଜଳ ପ୍ରଦୂଷିତ ନେଇ ଗୃହରେ ମନ୍ତ୍ରୀଙ୍କ ସୂଚନା । ଭୁବନେଶ୍ୱରରେ ଦୟାନଦୀ, ଗଙ୍ଗୁଆ ନାଳ ପ୍ରଦୂଷିତ । ଗୋପରେ କୁଶଭଦ୍ରା, ରାଉରକେଲାର ବାହ୍ମଣୀ ଓ ଗୁରାଡ଼ି ନାଳ ପ୍ରଦୂଷିତ  । ସହରାଞ୍ଚଳ ବର୍ଜ୍ୟଜଳ ନିଷ୍କାସନ ପାଇଁ ନଦୀ ଜଳ ହେଉଛି ପ୍ରଦୂଷିତ । ପ୍ରଦୂଷଣ ରୋକିବାକୁ ସରକାର ନେଉଛନ୍ତି ପଦକ୍ଷେପ  । ସହରାଞ୍ଚଳ ଅଧିକାରୀଙ୍କୁ ପ୍ରଦୂଷଣ ରୋକିବାକୁ ଦିଆଯାଇଛି ନିର୍ଦ୍ଦେଶ  । ନଦୀ ପ୍ରଭାବ ବୃଦ୍ଧି, ଶୌଚାଳୟ ନିର୍ମାଣ, ବାହ୍ୟ ମଳମୂତ୍ର ତ୍ୟାଗ ରୋକିବାକୁ ଗୁରୁତ୍ୱ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button