Breaking PLUSଓଡ଼ିଶାମୁଖ୍ୟ ଖବର
ଅନ୍ବେଷା ଯୋଜନା ବନ୍ଦ କରିବା ଷଡ଼ଯନ୍ତ୍ର ଉପରେ କଂଗ୍ରେସର ମୁଲତବି ପ୍ରସ୍ତାବ

ଭୁବନେଶ୍ୱର- ବିଧାନସଭା ଶୀତ ଅଧିବେଶନର ପଞ୍ଚମ ଦିନ । ଅନ୍ବେଷା ଯୋଜନା ବନ୍ଦ କରିବା ଷଡ଼ଯନ୍ତ୍ର ଉପରେ କଂଗ୍ରେସର ମୁଲତବି ପ୍ରସ୍ତାବ । ଗୃହରେ ଆଜି ବିଭିନ୍ନ ବିଭାଗର ପ୍ରଶ୍ନ ଉପରେ ହେବ ଆଲୋଚନା । ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ରହିଛି ପ୍ରଶ୍ନକାଳ । ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗର ପ୍ରଶ୍ନକାଳ ।



