Breaking PLUSଓଡ଼ିଶାମୁଖ୍ୟ ଖବର

୬ଟି ଉପକୂଳ ଜିଲ୍ଲାର ଅନେକ ଗାଁ ସମୁଦ୍ର ଜୁଆର ଦ୍ୱାରା ପ୍ରଭାବିତ

ଭୁବନେଶ୍ୱର- ୬ଟି ଉପକୂଳ ଜିଲ୍ଲାର ଅନେକ ଗାଁ ସମୁଦ୍ର ଜୁଆର ଦ୍ୱାରା ପ୍ରଭାବିତ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସୂଚନା । କେନ୍ଦ୍ରାପଡ଼ାର ୨୬, ଗଞ୍ଜାମର ୧୪, ପୁରୀର ୬ଟି ଗାଁ ସମୁଦ୍ରରେ ବିଲୀନ । ୧୯୯୦ରୁ ୨୦୧୮ ମଧ୍ୟରେ ସମୁଦ୍ର ମାଡ଼ି ଆସିବା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ରାଜନଗରର ସାତଭାୟା, କାହ୍ନୁପୁରୁ, ବରାହିପୁର ଗାଁଲୋକଙ୍କୁ ଥଇଥାନ । ବଗପାଟିଆରେ ମଗରକଣ୍ଡା ଓ ରବୀନ୍ଦ୍ରପାଲି ଲୋକଙ୍କୁ ଥଇଥାନ । ଗଞ୍ଜାମ, ପୁରୀ, ଜଗତସିଂହପୁରରେ ଚାଷ ଜମି ପ୍ରଭାବିତ । କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ଵରରେ ବି ଚାଷଜମି ପ୍ରଭାବିତ । ୬ଟି ଉପକୂଳ ଜିଲ୍ଲାର ୧୪୦.୭୩ ହେକ୍ଟର ଚାଷ ଜମି ଅବକ୍ଷୟ ହୋଇଛି । ସମୁଦ୍ର ଜୁଆର ରୋକିବାକୁ ଅଧିକ ହେନ୍ତାଳ ବଣ ସୃଷ୍ଟି ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button