Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ହୋଇପାରେ ବିଜେପି ଜିଲ୍ଲା ସଭାପତି ତାଲିକା

ଭୁବନେଶ୍ୱର- ତୃଣମୂଳସ୍ତରରେ ବିଜେପି ତା’ର ସାଙ୍ଗଠନିକ ସ୍ଥିତି ସଜାଡିବା ପାଇଁ ପ୍ରୟାସ ଚଳାଇଛି। ତେବେ ଦଳର ଜିଲା ସଭାପତି ତାଲିକା ପ୍ରକାଶରେ ବିଳମ୍ବ ହେଉଥିବା ବେଳେ ରାଜ୍ୟ ସଭାପତି କିଏ ହେବ ତାକୁ ନେଇ କେନ୍ଦ୍ରୀୟ ନେତାଙ୍କ ଅଙ୍କ ଛିଣ୍ଡୁନି। ତେବେ ସୋମବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଭାରୀ ବିଜୟପାଲ ସିଂହ ତୋମର ଗଣମାଧ୍ୟମକୁ କହିଛନ୍ତି, ଖୁବ୍‌ ଶୀଘ୍ର ଜିଲା ସଭାପତି ଏବଂ ରାଜ୍ୟ ସଭାପତି ନାମ ଘୋଷଣା କରାଯିବ। ଚଳିତ ମାସ ଶେଷ ସୁଦ୍ଧା ଏହାର ସମସ୍ତ ପ୍ରକ୍ରିୟା ସରିବ ବୋଲି ସେ କହିଛନ୍ତି।

Show More

Related Articles

Back to top button