Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ୬ ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ୱର- ଥରାଉଛି ଜାଡ । ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୬ ଡିଗ୍ରୀକୁ ଖସିଲା ପାରଦ। ଗତକାଲି ସେମିଳିଗୁଡାଠାରେ ୬.୩ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଥିଲା। ୮.୨ ଡିଗ୍ରୀ ଶୀତରେ ଥରୁଛି ଫୁଲୁବାଣୀ । ୧୦ ସହରରେ ୧୨ ଡ଼ିଗ୍ରୀ ତଳେ ରହିଛି ପାରଦ । ୧୫ ଡିଗ୍ରୀ ତଳେ ରେକର୍ଡ ହୋଇଛି ଟୁଇନସିଟି ଭୁବନେଶ୍ବର ଓ କଟକର ତାପମାତ୍ରା । ଉଭୟ ସହରରେ ୧୪.୮ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ରହିବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।

Show More

Related Articles

Back to top button