Breaking PLUSଓଡ଼ିଶାମୁଖ୍ୟ ଖବର

ବିରିଷ୍ଠ ଆଇଏଏସ୍ ସ୍ତରରେ ଅଦଳ ବଦଳ

ବରିଷ୍ଠ ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ରାଜ୍ୟ ସରକାର ୫ଜଣ ବରିଷ୍ଠ ଆଇଏଏସଙ୍କୁ ଅଦଳବଦଳ କରିଛନ୍ତି । ଯଥାକ୍ରମେ ଆଇଏଏସ୍ ଅଶୋକ ମିନା ଅର୍ଥ ବିଭାଗରୁ ବଦଳି କରାଯାଇ ପଞ୍ଚାୟତାରାଜ ସଚିବ ଭାବେ ଦାୟିତ୍ବ ମିଳିଛି।

ବରିଷ୍ଠ ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ରାଜ୍ୟ ସରକାର ୫ଜଣ ବରିଷ୍ଠ ଆଇଏଏସଙ୍କୁ ଅଦଳବଦଳ କରିଛନ୍ତି । ଯଥାକ୍ରମେ ଆଇଏଏସ୍ ଅଶୋକ ମିନା ଅର୍ଥ ବିଭାଗରୁ ବଦଳି କରାଯାଇ ପଞ୍ଚାୟତାରାଜ ସଚିବ ଭାବେ ଦାୟିତ୍ବ ମିଳିଛି। ଆଇଏଏସ୍ ବିଶାଳ ଦେବ ଅର୍ଥ ସଚିବକୁ ବଦଳି କରାଯାଇଛି। । ଦେଓରଞ୍ଜନ ସିଂ ଇସ୍ପାତ ଓ ଖଣି ସଚିବ। ସୁରେନ୍ଦ୍ର କୁମାରଙ୍କୁ ପର୍ଯ୍ୟଟନ ସଚିବ ଦାୟତ୍ବି ମିଳିଛି। ସେହିଭିଳି ବରିଷ୍ଠ ଆଇଏଏସ୍ ଅଧିକାରୀ ଆର୍ ଭିନେଲ୍ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀ ଅତିରିକ୍ତ କ୍ରୀଡ଼ା ଓ ଯୁବ ସେବା ଦାୟତ୍ବ ଦେଇଛନ୍ତି।

Show More

Related Articles

Back to top button