Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୬୩୮ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୬୩୮ କରୋନା ଆକ୍ରାନ୍ତ ଚିହ୍ନଟ। ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୧୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮୪୩ ଆକ୍ରାନ୍ତ। ୨୬ ଜିଲ୍ଲା ଓ ଷ୍ଟେଟପୁଲରୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୩୬୭, ଲୋକାଲ କେସ୍ ୨୭୧।

ରାଜ୍ୟରେ ଆଉ ୬୩୮ କରୋନା ଆକ୍ରାନ୍ତ ଚିହ୍ନଟ। ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୧୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮୪୩ ଆକ୍ରାନ୍ତ। ୨୬ ଜିଲ୍ଲା ଓ ଷ୍ଟେଟପୁଲରୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୩୬୭, ଲୋକାଲ କେସ୍ ୨୭୧। ଖୋର୍ଦ୍ଧାରୁ ସର୍ବାଧିକ ୨୬୦, କଟକ ଓ ଷ୍ଟେଟପୁଲରୁ ୫୭ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାଜପୁରରୁ ୩୪, ବାଲେଶ୍ୱରରୁ ୨୩, କେନ୍ଦ୍ରାପଡା ଓ ପୁରୀରୁ ୨୧ଜଣ ଲେଖାଏଁ, ମୟୂରଭଞ୍ଜରୁ ୨୦, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ୧୯ଜଣ ଲେଖାଏଁ, ଅନୁଗୁଳରୁ ୧୬, ଭଦ୍ରକ ଓ ବୌଦ୍ଧରୁ ୧୨ଜଣ ଲେଖାଏଁ, ଦେବଗଡ଼ରୁ ୧୧, ଢେଙ୍କାନାଳରୁ ୧୦, ନୟାଗଡ଼, ନୂଆପଡା, ରାୟଗଡ଼ା ଓ ସମ୍ବଲପୁରରୁ ୭ଜଣ ଲେଖାଏଁ, ବରଗଡ଼ରୁ ୬, ଗଞ୍ଜାମ, ଝାରସୁଗୁଡାରୁ ୪ଜଣ ଲେଖାଏଁ, ମାଲକାନଗିରିରୁ ୩, କନ୍ଧମାଳ, କେନ୍ଦୁଝର ଓ ନୂଆପଡାରୁ ୨ଜଣ ଲେଖାଏଁ, ଗଜପତି, କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Show More

Related Articles

Back to top button