Breaking PLUSଓଡ଼ିଶାମୁଖ୍ୟ ଖବର

ଖସିଲା ରାତି ତାପମାତ୍ରା, ଥରୁଛି ଓଡ଼ିଶା

ଭୁବନେଶ୍ୱର- ଖସିଲା ରାତି ତାପମାତ୍ରା, ଥରୁଛି ଓଡ଼ିଶା । ୨ରୁ ୪ ଡିଗ୍ରୀ ଯାଏଁ କମିଲା ପାରଦ  । ଭୁବନେଶ୍ବରରେ ୨ ଡିଗ୍ରୀ ପର୍ଯ୍ୟନ୍ତ ଖସିଲା ତାପମାତ୍ରା  । ପାରଦ ହ୍ରାସ ସାଙ୍ଗକୁ ଅସ୍ତବ୍ୟସ୍ତ କରୁଛି ଥଣ୍ଡା ପବନ  । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଶୀତ ଲହରି ଜାରି ରହିଛି । ଜାଡ଼ ସହ ଜନଜୀବନକୁ କଲବଲ କରିବ କୁହୁଡ଼ି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button