Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରକଳ୍ପ ଉପ-ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍

ମାଲକାନଗିରି: ଜଳଛାୟା ପ୍ରକଳ୍ପ ଉପ-ନିର୍ଦ୍ଦେଶକଙ୍କ ଘରେ ରେଡ୍ କରିଛି । ପ୍ରକଳ୍ପ ଉପ-ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍  । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ ।

ପ୍ରକଳ୍ପ ଉପ-ନିର୍ଦ୍ଦେଶକଙ୍କ ଜୟପୁର ଘରୁ ପୁଳାପୁଳା ଟଙ୍କା ଜବତ ହୋଇଛି । କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । କୋରାପୁଟ ଜୟପୁର ଘର ସମେତ ମାଲକାନଗିରିରେ ଚଢ଼ାଉ ହୋଇଛି ।

Show More

Related Articles

Back to top button