Breaking PLUSଓଡ଼ିଶାମୁଖ୍ୟ ଖବର

ଓଡ଼ିଶାରୁ ପଶ୍ଚିମବଙ୍ଗକୁ ହେଉଛି ସର୍ବାଧିକ ଗୋ-ଚାଲାଣ

ଭୁବନେଶ୍ୱର, 23 ମାର୍ଚ୍ଚ – ରାଜ୍ୟରେ ମାତିଛନ୍ତି ଗୋ-ଚାଲାଣକାରୀ । କାହିଁକି ଗୋ-ଚାଲାଣ ନିରୋଧି ଆଇନ ଆଣୁ ନାହାନ୍ତି ସରକାର । ବିଧାନସଭାରୁ ଆସିଥିବା ତଥ୍ୟ ଚିନ୍ତାଜନକ । ଗୋ ଚାଲାଣ କାରୀଙ୍କ ଭୂସ୍ବର୍ଗ ପାଲଟିଛି ପଶ୍ଚିମବଙ୍ଗ । ଓଡ଼ିଶାରୁ ପଶ୍ଚିମବଙ୍ଗକୁ ହେଉଛି ସର୍ବାଧିକ ଗୋ-ଚାଲାଣ । ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ତେଲେଙ୍ଗାନା, ତାମିଲନାଡୁକୁ ଓଡ଼ିଶାରୁ ହେଉଛି ଗୋ ଚାଲାଣ । ତିନି ବର୍ଷରେ ସାମ୍ନାକୁ ଆସିଲାଣି ୧୮୭୮ ଗୋ ଚାଲାଣ ମାମଲା । ଗୋ ଚାଲାଣ ମାମଲାରେ ୨୬୯୯ ଜଣଙ୍କୁ ଗିରଫ ଓ କୋର୍ଟ ଚାଲାଣ କରାଯାଇଛି । ଅପରେସନ ଗୋ-ରକ୍ଷା ମାଧ୍ୟମରେ ୨୪ ହଜାର ୬୬୭ ଗୋ ମାତାଙ୍କୁ ଉଦ୍ଧାର କରାଯାଇଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button