Breaking PLUSଓଡ଼ିଶାମୁଖ୍ୟ ଖବର

୧୦ ଡିଗ୍ରୀ ତଳେ ଓଡ଼ିଶାର ୬ ସହର

ଭୁବନେଶ୍ୱର- ଶୀତରେ ଥରୁଛି ଓଡ଼ିଶା। ୧୦ ଡିଗ୍ରୀ ତଳେ ଓଡ଼ିଶାର ୬ ସହର। ୫.୭ ଡିଗ୍ରୀ ସହ ସେମିଳିଗୁଡା ସବୁଠୁ ଥଣ୍ଡା ସହର। କୋରାପୁଟ ଜିଲ୍ଲାରେ ଆଜିବି ଅସହ୍ୟ ଥଣ୍ଡା ସହ କୁହୁଡି ର ଆସ୍ତରଣ। କାଲୁଆ ମାରିଯାଉଛି ଦେହହାତ। ଜିଲ୍ଲାର ଦଶମନ୍ତପୁର, ଲମତାପୁଟ, ପଟାଙ୍ଗୀ, ସୁନାବେଡା, ଲକ୍ଷ୍ମୀପୁର ବ୍ଲକ ଅଂଚଳରେ ଗତ କିଛି ଦିନ ହେଲା ତାପମାତ୍ରା 6 .5 ଡିଗ୍ରୀ ତଳେ ରହିଛି ।

Show More

Related Articles

Back to top button