Breaking PLUSଓଡ଼ିଶାମୁଖ୍ୟ ଖବର

କଣ୍ଟିଲୋ ଫାଣ୍ଡିର ପୂର୍ବତନ ସବ୍ ଇନ୍ସପେକ୍ଟରଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, 17 ଅକ୍ଟୋବର – କଣ୍ଟିଲୋ ଫାଣ୍ଡିର ପୂର୍ବତନ ସବ୍ ଇନ୍ସପେକ୍ଟରଙ୍କୁ ଗିରଫ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିସନ । ପୋଲିସ୍ ଏସଆଇଙ୍କ ସହ କନଷ୍ଟେବଳଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ରହିଛି । ଏସ୍‌ଆଇ ରମେଶ ଜେନା ଓ କନଷ୍ଟେବଳ ସୁଧୀର ତାଲିଙ୍କୁ ଗିରଫ ନିର୍ଦ୍ଦେଶ । ଫାଣ୍ଡିରେ ନିର୍ଯାତନା ନେଇ ଓଏଚଆରସିର ଦ୍ୱାରସ୍ତ ହୋଇଥିଲେ ଅନୁସୂଚିତ ଦମ୍ପତ୍ତି । ୨୦୨୪ ମାର୍ଚ୍ଚ ୧୯ରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଓଏଚଆରସିରେ କେସ୍ ଫାଇଲ୍ ପରେ ନୟାଗଡ଼ ଏସ୍‌ପିଙ୍କୁ ରିପୋର୍ଟ ମଗାଯାଇଥିଲା । ଓଏଚଆରସିର ନୋଟିସ୍ ପରେ ଏସପି କିମ୍ୱା ଅଧିକାରୀ ହାଜର ହୋଇନଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button