Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ଓଜେଇଇର ଆବେଦନ ଅବଧିକୁ ଏପ୍ରିଲ ୩୦ ତାରିଖ ଯାଏ ବୃଦ୍ଧି କରାଯାଇଛି

ମେ ଶେଷ ସପ୍ତାହରୁ ଆଡ୍‌ମିଟ କାର୍ଡ଼ ମିଳିବ ।

ଭୁବନେଶ୍ୱର: ଇଞ୍ଜିନିୟରିଂ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଆବେଦନ ଅବଧିକୁ ଏପ୍ରିଲ୍ ୩୦ ତାରିଖ ଯାଏ ବୃଦ୍ଧି କରାଯାଇଛି । ପୂର୍ବରୁ ଶେଷ ଅବଧି ୧୩ ତାରିଖ ଥିଲା । ମେ ଶେଷ ସପ୍ତାହରୁ ଆଡ୍‌ମିଟ କାର୍ଡ଼ ମିଳିବ । ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟ୍‌ରେ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ଼ କରିବେ । ପରୀକ୍ଷା ଆସନ୍ତା ଜୁନ୍‌ ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ କରାଯିବ । ଜୁନ୍‌ ତୃତୀୟ ସପ୍ତାହ ବେଳକୁ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

Show More

Related Articles

Back to top button