
ଭଦ୍ରକ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ୩ ଜଣ ଏଥିରେ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ବାଇକରେ ତିନିଜଣ ଲୋକ ଅଡା ଜିଁକିରିଆରୁ ରାଜମିସ୍ତ୍ରୀ କାମ ସାରି ନିଜ ଘର ପୁରୁଣା ବଜାରକୁ ଫେରୁଥିବା ସମୟରେ ରାଣୀତାଲ ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା ।
ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକ କିଛି ସମୟ ପାଇଁ ଗାଡି ଅଟକ ରଖିଥିବା ଜଣାପଡ଼ିଛି ।