Breaking PLUSଓଡ଼ିଶାମୁଖ୍ୟ ଖବର
ରସୁଲଗଡ ଓଭର ବ୍ରିଜ ନିକଟରେ ଦୁର୍ଘଟଣା, ଜଣେ ମୃତ

ଭୁବନେଶ୍ୱର, 29 ନଭେମ୍ବର – ରସୁଲଗଡ଼ ଓଭର ବ୍ରିଜ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରସୁଲଗଡରୁ ବାଣୀବିହାର ଆଡକୁ ଆସୁଥିବା ବେଳେ ସ୍କୁଟିକୁ ପଛରୁ ଧକ୍କା ଦେଇଛି ଟ୍ରକ । ଫଳରେ ଘଟଣା ସ୍ଥଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ।