
ଖୁବଶୀଘ୍ର ମହଙ୍ଗା ହୋଇପାରେ ଅନ୍ଲାଇନ୍ ଗେମ୍ । ରାଜ୍ୟଗୁଡିକର ଅର୍ଥମନ୍ତ୍ରୀମାନଙ୍କର ଏକ ଗୋଷ୍ଠୀ(ଜିଓଏମ୍) ଅନଲାଇନ୍ ଖେଳ ଉପରେ ୨୮ ପ୍ରତିଶତ ଜିଏସ୍ଟି ଲଗାଇବାକୁ ସୁପାରିଶ କରିବାର ସମ୍ଭାବନା ରହିଛି । ତେଣୁ ସରକାରଙ୍କ ଦ୍ୱାରା ୨୮% ଜିଏସ୍ଟି ଲାଗୁ ହେବ ବୋଲି ଏକ ସୂତ୍ରରୁ ସୂଚନା ମିଳିଛି ।
ମନ୍ତ୍ରୀଗୋଷ୍ଠୀ ବୈଠକରେ ଖୁବ୍ ଶୀଘ୍ର ଏ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାଯାଇଛି।