Breaking PLUSଓଡ଼ିଶାମୁଖ୍ୟ ଖବର
ଓପିଏଚଡବ୍ଲୁସି ବ୍ରହ୍ମପୁର ଡିଭିଜନ୍ର ଡିଜିଏମ ଗିରଫ
ଭୁବନେଶ୍ୱର – ଓପିଏଚଡବ୍ଲୁସି ବ୍ରହ୍ମପୁର ଡିଭିଜନ୍ର ଡିଜିଏମ ଗିରଫ । ଡେପୁଟି ଜେନେରାଲ୍ ମ୍ୟାନେଜର ସୁବାସ ଚନ୍ଦ୍ର ପଣ୍ଡା ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଭୁବନେଶ୍ବରରେ ୩ ମହଲା କୋଠା, ୫ଟି ବହୁମୂଲ୍ୟ ପ୍ଲଟ ମିଳିଛି । ଏହାସହିତ ୮୭୦ ଗ୍ରାମ ସୁନା, ୧୩.୪୭ ଲକ୍ଷ ଟଙ୍କା, ୧.୮୪ କୋଟି ଡିପୋଜିଟ୍ ମିଳିଛି । ଆୟ ଠାରୁ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ସୋମବାର ଭିଜିଲାନ୍ସ ବିଭାଗ ପଶ୍ରରୁ ଓଡିଶା ଷ୍ଟେଟ ପୋଲିସ ହାଉସିଂ କର୍ପୋରେସନର ଡିଜିଏମଙ୍କ ଘରେ ରେଡ୍ କରାଯାଇଥିଲା ।