Breaking PLUSଓଡ଼ିଶାମୁଖ୍ୟ ଖବର
ନିଆଁରେ ପୋଡ଼ି ଗୁରୁତର ସ୍କୁଲ ପାଚିକାଙ୍କ ମୃତ୍ୟୁ
ଆନନ୍ଦପୁର: ନିଆଁରେ ପୋଡ଼ି ଗୁରୁତର ସ୍କୁଲ ପାଚିକାଙ୍କ ମୃତ୍ୟୁ ହୋଇଛି । କଟକ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ପାଚିକାଙ୍କ ମୃତ୍ୟୁ ହୋଇଛି ।ହାତୀବନ୍ଧ ପ୍ରାଥମିକ ସ୍କୁଲରେ କିଛି ଦିନ ତଳେ ଅଘଟଣ ଘଟିଥିଲା । ରୋଷେଇ ବେଳେ ଅସାବଧାନତାରୁ ନିଆଁ ଲାଗି ଗୁରୁତର ହୋଇଥିଲେ ପାଚିକା ।


