Breaking PLUSଓଡ଼ିଶାମୁଖ୍ୟ ଖବର

ଆଉ୨ ଦିନ ବଢିପାରେ ଧାନ କିଣା ଅବଧି

ଭୁବନେଶ୍ୱର-  ଆଉ୨ ଦିନ ବଢିପାରେ ଧାନ କିଣା ଅବଧି । ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା  । କାଲି ସୁଦ୍ଧା ଧାନ କିଣା ନେଇ ଡେଡ୍‌ଲାଇନ ଧାର୍ଯ୍ୟ ହୋଇଥିଲା  । ଦରକାର ପଡ଼ିଲେ ଆଉ୨ ଦିନ ପର୍ଯ୍ୟନ୍ତ ଅବଧି ବଢ଼ିପାରେ ବୋଲି ମନ୍ତ୍ରୀ କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button