Breaking PLUSଦେଶମୁଖ୍ୟ ଖବର

ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ଅନେକ ମୃତ

ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ । ଏଥିରେ ଆକ୍ରମଣରେ ଆଠଜଣ ଆଫଗାନ କ୍ରିକେଟ୍ ଖେଳାଳି  ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ଦିନ ଆଫଗାନିସ୍ତାନର ପକତିକା ପ୍ରୋଭିନ୍ସରେ ଏୟାରଷ୍ଟ୍ରାଇକ କରିଥିଲା ପାକିସ୍ତାନ । ଏଥିରେ କ୍ରିକେଟରଙ୍କ ମୃତ୍ୟୁ ହୋଇଥିବା କହିଛି ଆଫଗାନ କ୍ରିକେଟ ବୋର୍ଡ । ଏୟାରଷ୍ଟ୍ରାଇକରେ ୮ଜଣଙ୍କ ମୃତ୍ୟୁ ହୋଇଥିଲା ।

ପାକିସ୍ତାନର ଏଭଳି ଆକ୍ରମଣକୁ ନିନ୍ଦା କରିଛି ଆଫଗାନିସ୍ତାନ । ଏହାକୁ ପାକିସ୍ତାନର ଭୀରୁତା ଓ ବର୍ବରତା କୁହାଯାଇଛି । ଏହି ଆକ୍ରମଣ ଯୋଗୁ ଟ୍ରାଇ ସିରିଜରୁ ଓହରିଛି ଆଫଗାନ୍‌ କ୍ରିକେଟ ବୋର୍ଡ । ନଭେମ୍ବରରେ ପାକିସ୍ତାନ, ଶ୍ରୀଲଙ୍କା ଓ ଆଫଗାନକୁ ନେଇ ଟ୍ରାଇ ସିରିଜ ହେବାର ଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button