Breaking PLUSଦେଶ ବିଦେଶମୁଖ୍ୟ ଖବର

ହାଫିଜ ସୟିଦର ସୁରକ୍ଷା ବୃଦ୍ଧି

ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବା(ଏଲଇଟି)ର ମୁଖ୍ୟ ହାଫିଜ ସୟିଦର ସୁରକ୍ଷା ବୃଦ୍ଧି କରିଛି  ପାକ୍‌ ସରକାର। ସରକାର ପକ୍ଷରୁ ହାଫିଜ ଘର ଚାରିପଟେ ସଶସ୍ତ୍ର ବାହିନୀ ମୁତୟନ କରାଯାଇଛି। ପହଲଗାଓଁ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ହାଫିଜ। ଏହି ଆକ୍ରମଣ ପଛର ଷଡ଼ଯନ୍ତ୍ରକାରୀକୁ ଛଡ଼ାଯିବ ନାହିଁ ବୋଲି ଭାରତ ଚେତାବନୀ ଦେବା ପରେ ପାକିସ୍ତାନ ସରକାର ଚିନ୍ତିତ ହୋଇପଡ଼ିଛି।

Show More

Related Articles

Back to top button