Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
୨୦୨୬ ଭୋଟର୍ ତାଲିକା ଆଧାରରେ ହେବ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର -୨୦୨୬ ଭୋଟର୍ ତାଲିକା ଆଧାରରେ ହେବ ପଞ୍ଚାୟତ ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ।
ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ କହିଛନ୍ତି ଯେ, SIR କିଛିଦିନ ଭିତରେ ଆରମ୍ଭ ହେବ, ସରିବା ପରେ ନୂଆ ଭୋଟର ଲିଷ୍ଟ । ସଂରକ୍ଷଣ ଓ ଡିଲିମିଟେସନ ଉଭୟ ଦାୟିତ୍ୱ ରାଜ୍ୟ ସରକାରଙ୍କର । ସଂରକ୍ଷଣ ପକ୍ରିୟା ଆରମ୍ଭ ହେଲାଣି ତେଣୁ ଆଉ ସୀମା ନିର୍ଦ୍ଧାରଣ ହେବନାହିଁ ।ସରକାର ଆମକୁ ସଂରକ୍ଷଣ କରି ଦେବାପରେ ନିର୍ବାଚନ ହେବ ବୋଲି କମିଶନର କହିଛନ୍ତି ।



