Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ସମ୍ବଲପୁର ସଭାରେ ସ୍ବଭାବ କବିଙ୍କୁ ସନ୍ଥକବି କହିଲେ ପାଣ୍ଡିଆନ

ସମ୍ବଲପୁର- ସମ୍ବଲପୁର ସଭାରେ ସ୍ବଭାବ କବିଙ୍କୁ ସନ୍ଥକବି କହିଲେ ପାଣ୍ଡିଆନ । ସନ୍ଥକବି ଗଙ୍ଗାଧର କହିବା ସହ ସନ୍ଥକବି ଭୀମଭୋଇଙ୍କୁ କେବଳ କବି କହି ସମ୍ବୋଧିତ କରିଥିଲେ। ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ପୁଣି ଓଡ଼ିଆ ଭାଷାକୁ କଦର୍ଥ କରାଯାଇଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି। ସେପଟେ ଏହାକୁ କେବଳ ସ୍ଲିପ୍‌ ଅଫ୍‌ ଟଙ୍ଗ୍‌ ବୋଲି ବିଜେଡି ନେତା ରୋହିତ ପୂଜାରୀ କହିଛନ୍ତି।

Show More

Related Articles

Back to top button