Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ବିଶ୍ୱ ଆଥଲେଟିକ ଚାମ୍ପିୟନସିପରେ ପାରୁଲ ଚୌଧୁରୀଙ୍କ ରେକର୍ଡ

ବୁଡାପେଷ୍ଟ: ବିଶ୍ୱ ଆଥଲେଟିକ ଚାମ୍ପିୟନସିପରେ ପାରୁଲ ଚୌଧୁରୀଙ୍କ ରେକର୍ଡ । ସୋମବାର ହଙ୍ଗେରୀର ବୁଡାପେଷ୍ଟ ଠାରେ ଆୟୋଜିତ ହୋଇଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟାନସିପ 2023ରେ 3ହଜାର ମିଟର ସ୍ଟିପଲଚେଜ ଫାଇନାଲରେ 11ତମ ସ୍ଥାନରେ ରହିଛନ୍ତି ଭାରତୀୟ ଆଥଲେଟ ପାରୁଲ ।

ପାରୁଲ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟାନସିପରେ 9.15.31 ସମୟରେ ଜାତୀୟ ରେକର୍ଡ ଭାଙ୍ଗିଥିଲେ । ଏବଂ ପାରୁଲ ରେକର୍ଡ କରି ପ୍ୟାରିସ ଅଲମ୍ପିକ -2024 ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

Show More

Related Articles

Back to top button